ଚୁଚି Chuchi

  • ଦେ. ବି. (ସଂ. ଚୁଚୁକ) — ଦୁଧଭୁଣ୍ଡି; ସ୍ତ୍ରୀସ୍ତନାଗ୍ର — Nipple; teat
  • ଦେ. ବି. (ସଂ. ଚୁଚୁକ) — ଯୁବତୀସ୍ତନ — The developed breast of a youthful woman