ଚୁଚୁକୃତି Chuchukṛuti
- ସଂ. ବି. (ଚୁଚୁ=ଅନୁକରଣ ଧ୍ୱନି+କୃ ଧାତୁ+ଭାବ. ତି) — ଚୁଚୁକାର ଶବ୍ଦ — Chirping sound
- ସଂ. ବି. (ଚୁଚୁ=ଅନୁକରଣ ଧ୍ୱନି+କୃ ଧାତୁ+ଭାବ. ତି) — ଚୁମ୍ବନଶବ୍ଦ — Kissing sound
- ସଂ. ବି. (ଚୁଚୁ=ଅନୁକରଣ ଧ୍ୱନି+କୃ ଧାତୁ+ଭାବ. ତି) — ସ୍ତ୍ରୀ କୁଚାଗ୍ର — Nipple or teat of female breast