ଚାଳ ଆଟୁ Chāḻa-āṭu

  • ପ୍ରାଦେ (ଗଡ଼ଜାତ) ବି. — ଯେଉଁ ଆଟୁ ଚାଳପରି ଦୁଇଆଡ଼କୁ ପାହାନିଆ ହୋଇଥାଏ; ଦକ୍ଷିଣୀ ଆଟୁ — A double-thatched house of which the mud-thatch is sloping towards both sides