ଚାଲ୍ ଚଲଣି Chāl chalaṇi
- ଦେ. ବି. (ସଂ. ଚଳ ଧାତୁ) — ଆଚରଣ — Conduct; deportment
- ଦେ. ବି. (ସଂ. ଚଳ ଧାତୁ) — ବ୍ଯବହାର — Behaviour
- ଦେ. ବି. (ସଂ. ଚଳ ଧାତୁ) — ସ୍ୱଭାବ; ଚରିତ୍ର — Character
- ଦେ. ବି. (ସଂ. ଚଳ ଧାତୁ) — ରୀତିନୀତି — Custom; usage
- ଦେ. ବି. (ସଂ. ଚଳ ଧାତୁ) — ପରସ୍ପର ମିଶାମିଶି; ଯାତାୟାତ — Intercourse; communuion
- ଦେ. ବି. (ସଂ. ଚଳ ଧାତୁ) — ସମ୍ପର୍କ — Connection
- ଦେ. ବି. (ସଂ. ଚଳ ଧାତୁ) — ସମାଜରେ ଚଳିବା — Social intercourse