ଚାଳକ କରିବା Chāḻaka karibā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ ଉଚ୍ଚାଟନ କରିବା ବା ବଶ କରିବା ସକାଶେ ତାହା ପ୍ରତି ମନ୍ତ୍ର— ଯନ୍ତ୍ର ପ୍ରୟୋଗ କରିବା — To employ charms against a person to bring him under control or to madden him
  • ଦେ. କ୍ରି — କଥାରେ ଚଳାଇବା; ଚିଡ଼ାଇବା — To tease or provoke by words
  • ଦେ. କ୍ରି — କୃଷ୍ଣ କହିଲେ ହସ୍ତିପାଳକ, କଥା କହୁତ କରି ଚାଳକ— ଦୀନକୃଷ୍ଣ, ରସକଲ୍ଲୋଳ।