ଚାଳକୁଣ୍ଡ Chāḻakuṇḍa

  • ସଂ. ବି. (ନାମ) — ଓଡ଼ିଶାର ପୁରୀଜିଲ୍ଲା ଓ ଗଞ୍ଜାମର ପୂର୍ବ— ପ୍ରାନ୍ତସ୍ଥ ସାମୁଦ୍ରିକ ହ୍ରଦ; ଚିଲିକାହ୍ରଦ (ହି. ଶବ୍ଦ— ସାଗର) — The Chilika lake lying in the districts of Puri and Ganjam