ଚାଳକ Chāḻaka

  • ସଂ. ବି. ପୁଂ (ଚଳ୍ ଧାତୁ ଣିଚ=ଚାଳି ଧାତୁ+କର୍ତ୍ତୃ. ଅକ) — ଗାଡ଼ି ଚଳାଇବା ବ୍ଯକ୍ତି — The driver of a vehicle
  • ସଂ. ବି. ପୁଂ (ଚଳ୍ ଧାତୁ ଣିଚ=ଚାଳି ଧାତୁ+କର୍ତ୍ତୃ. ଅକ) — ପରିଚାଳକ; ତତ୍ତ୍ୱାବଧାରକ — Superintendent; guide
  • ସଂ. ବି. ପୁଂ (ଚଳ୍ ଧାତୁ ଣିଚ=ଚାଳି ଧାତୁ+କର୍ତ୍ତୃ. ଅକ) — କୌଣସି ଯନ୍ତ୍ରକୁ ଚଳାଇବା ବ୍ୟ୍ୟକ୍ତି — Conductor of a machine
  • ସଂ. ବି. ପୁଂ (ଚଳ୍ ଧାତୁ ଣିଚ=ଚାଳି ଧାତୁ+କର୍ତ୍ତୃ. ଅକ) — ନେତା — Leader
  • ସଂ. ବି. ପୁଂ (ଚଳ୍ ଧାତୁ ଣିଚ=ଚାଳି ଧାତୁ+କର୍ତ୍ତୃ. ଅକ) — ମତ୍ତ ହସ୍ତୀ — A mad or infuriated elephant
  • ସଂ. ବି. ପୁଂ (ଚଳ୍ ଧାତୁ ଣିଚ=ଚାଳି ଧାତୁ+କର୍ତ୍ତୃ. ଅକ) — ଯେଉଁ ହାତୀ ଅଙ୍କୁଶକୁ ମାନେ ନାହିଁ (ହି. ଶବ୍ଦସାଗର) — An elephant which does not mind the goad
  • ସଂ. ବି. ପୁଂ (ଚଳ୍ ଧାତୁ ଣିଚ=ଚାଳି ଧାତୁ+କର୍ତ୍ତୃ. ଅକ) — ନୃତ୍ୟରେ ଭାବପ୍ରକାଶ ବା ଚାରୁତାବିକାଶ କରିବା ପାଇଁ ନର୍ତ୍ତକର ହସ୍ତଚାଳନ କ୍ରିୟା (ହି. ଶବ୍ଦସାଗର); ପାରିଜା — A significant movement of the hands of a dancer to gracefully express the sentiment of the song
  • ସଂ. ବିଣ. ପୁଂ — ଚାଳନକାରୀ; ଯେ ଚଳାଏ — Conducting; driving; guiding; causing to move
  • ଦେ. ବି. କୌଣସି ବ୍ଯକ୍ତି ପ୍ରତି ମନ୍ତ୍ରଯନ୍ତ୍ରାଦିର ପ୍ରୟୋଗ — employing charm or black art against a person
  • ଦେ. ବି. (ଯଥା—ସେ ଅମୁକୁ ଚାଳକ କରିଛି।)
  • ଦେ. ବି. ଉଚ୍ଚାଟନ; ଉତ୍ତେଜନ — Irritating; exciting; inciting