ଚାତୁରୀ Chaturī

  • ସଂ. ବି. ସ୍ତ୍ରୀ. (ଚତୁର+ଭାବ. ଅ+ସ୍ତ୍ରୀ. ଈ) — ଚାତୁର୍ଯ୍ୟ; ଚତୁରତା — Cleverness; dexterity
  • ଦେ. ବି. — ପ୍ରବଞ୍ଚନା; ଶଠତା; ଛଳ — 1. Fraud; deceit; craft
  • ଦେ. ବି. — ଚାତର (ଦେଖ) — Chātara (See)