ଚାତୁର୍ଦ୍ଦଶ Chāturddaṡa

  • ସଂ. ବିଣ. (ଚତୁର୍ଦ୍ଦଶ+ଭାବାର୍ଥେ. ଅ) — ଚତୁର୍ଦ୍ଦଶୀ ତିଥିରେ ଜାତ ବା ଘଟିତ — Happening on the 14th day of the lunar fortnight
  • ସଂ. ବି. — ରାକ୍ଷସ (ହି. ଶବ୍ଦସାଗର) — Demon