ଚାତୁର୍ଥିକ Chāturthika

  • ସଂ. ବିଣ. (ଚତୁର୍ଥ+ଇକ) — ଚତୁର୍ଥ ଦିନରେ ଦେଖାଯିବା — Appearing at an interval of 4 days
  • ସଂ. ବି. — 4 ଦିନ ଛଡ଼ା ହେବା ପାଳି ଜର — 4ଦିନ ଛଡ଼ା ହେବା ପାଳି ଜର— Quartan; quotidian fever