ଚାତୁର୍ଜାତକ Chāturjātaka

  • ସଂ. ବି. (ଚତୁର୍ଜାତକ+ସ୍ୱାର୍ଥେ. ଅ) — ଔଷଧାର୍ଥ ଡାଳଚିନି ତେଜପତ୍ର, ଅଳାଇଚ ଓ ନାଗେଶ୍ୱର ଏହିଚାରି— ଗୋଟି ପଦାର୍ଥର ମିଳନ — A mixture of cinnamon, cassia-leaves, cardmum and the filaments of the flowers of Mesua Fera for medicinal purpose