ଚାତୁର୍ବର୍ଣ୍ଣ୍ୟ Chāturbarṇṇya
- ସଂ. ବିଣ.—(ଚତୁର୍ବର୍ଣ୍ଣ+ସମ୍ବନ୍ଧାର୍ଥେ. ଯ) — ଚତୁର୍ବର୍ଣ୍ଣ ସମ୍ବନ୍ଧୀୟ — Relating to the 4 chief castes amongst the Hindus
- ସଂ. ବି.—(+ସ୍ୱାର୍ଥେ. ୟ) — ବ୍ରାହ୍ମଣ, କ୍ଷତ୍ରିୟ, ବୈଶ ଓ ଶୂଦ୍ର— ଏହି ଚାରି ଜାତି — The 4 principal caste-divisions amongst the Hindus, viz Brāhmaṇa, Kshatriya, Ba̲i̱ṡya and Ṡūdra
- ସଂ. ବି.—(+ସ୍ୱାର୍ଥେ. ୟ) — ବ୍ରାହ୍ମଣାଦି 4 ଜାତିଙ୍କ ଅନୁଷ୍ଠେୟ କର୍ମ ବା ଧର୍ମ — ବ୍ରାହ୍ମଣାଦି4ଜାତିଙ୍କ ଅନୁଷ୍ଠେୟ କର୍ମ ବା ଧର୍ମ— . The duties and religious observances enjoined for the 4 castes of the Hindus
- ସଂ. ବି.—(+ସ୍ୱାର୍ଥେ. ୟ) — (ଯଥା—ବ୍ରାହ୍ମଣର ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନ, ଦାନ ଓ ପ୍ରତିଗ୍ରହ; କ୍ଷତ୍ରିୟର ବାହୁବଳରେ ପ୍ରଜାପାଳନ; ବୈଶ୍ୟର କୃଷି, ଗୋରକ୍ଷା ଓ ବାଣିଜ୍ୟ ଏବଂ ଶୂଦ୍ରର ଦ୍ୱିଜାତିସେବା— କର୍ମ।)