ଚର୍ପଟା Charpaṭā
- ସଂ. ବି (ଚର୍ପଟ+ସ୍ତ୍ରୀ. ଆ) — ଚାପୁଡ଼ାଧ୍ୱନି — Sound produced by slapping
- ସଂ. ବି (ଚର୍ପଟ+ସ୍ତ୍ରୀ. ଆ) — ତାଳି ଶବ୍ଦ — Clapping sound
- ସଂ. ବି (ଚର୍ପଟ+ସ୍ତ୍ରୀ. ଆ) — ଭାଦ୍ର ଶୁକ୍ଲଷଷ୍ଠୀ; ଷଠୀଓଷା; ଷଷ୍ଠୀଦେବୀ ପୂଜା — A ceremony observed on the 6th day of the bright fortnight of Bhādrab on which Shashṭhidebī is worshipped and children are patted with a bunch of small braches by elderly women
- ସଂ. ବି (ଚର୍ପଟ+ସ୍ତ୍ରୀ. ଆ) — [ଦ୍ର—ଏ ଦିନ ଶିଶୁମାନଙ୍କ ପିଠିରେ ବୟୋଧିକା ସ୍ତ୍ରୀମାନେ କେତେଗୁଡ଼ିଏ ଡାଳର ଗୋଛକୁ କୌତୁକରେ ଚାପଡ଼ାନ୍ତି (ଆଘାତ କରନ୍ତି)।]