ଚର୍ଚ୍ଚିକ Charchchaka

  • ସଂ. ବିଣ. ଫୁ. (ଚର୍ଚ୍ଚ ଧାତୁ+ କର୍ତ୍ତୃ. ଅକ) — ଆଲୋଚନାକାରୀ — Discussing
  • ସଂ. ବିଣ. ଫୁ. (ଚର୍ଚ୍ଚ ଧାତୁ+ କର୍ତ୍ତୃ. ଅକ) — ଲେପନକାରୀ — Besmearing
  • ସଂ. ବି — ବେଦ ପାଠ ସମୟରେ ଗୋଟିଏ ଶବ୍ଦର ପୁନରାବୃତ୍ତି — Repetition of a word in reciting the Bedas (M.W.)
  • ସଂ. ବି — ବେଦଜ୍ଞ ବ୍ଯକ୍ତି (ହି. ଶବ୍ଦସାଗର) — A person versed in the Bedas