ଚର୍ଚ୍ଚ୍ (ଧାତୁ) Charchch (root)
- ସଂ. — ଚର୍ଚର୍ ଶବ୍ଦ କରିବା — To produce a crackling sound
- ସଂ. — ଆଲୋଚନା କରିବା — To discuss; to deal with a subject; to study a subject
- ସଂ. — କହିବା — To speak; to talk
- ସଂ. — ସୁନ୍ଦର ହେବା — To look beautiful or lovely
- ସଂ. — ବୋଳିବା; ଲେପିବା — To smear over; to anoint
- ସଂ. — ଗାଳିଦେବା — To abuse; to censure (M.W.)
- ସଂ. — ତର୍ଜନା କରିବା; ଧମକାଇବା; ଚଦିବା — To menace (M.W.)
- ସଂ. — ବେଦ ପାଠ ସମୟରେ 'ଇତି' ଶବ୍ଦ ଲଗାଇ କୌଣସି ଶବ୍ଦକୁ ପୁନର୍ବାର ବୋଲିବା — To repeat a word in reciting the Vedas spesially while adding 'iti' (M.W.)