ଚର୍ପଟିକା Charpaṭikā

  • ସଂ. ବି. ସ୍ତ୍ରୀ (ଚର୍ପଟ+କ+ସ୍ତ୍ରୀ. ଆ) — କରତଳଦ୍ୱାରା ମଡ଼ା ହୋଇ ପ୍ରସ୍ତୁତ ହୋଇଥିବା ପିଷ୍ଟକ; ବାଞ୍ଝ୍କାକରା ପିଠା; ହାତବେଲା ରୁଟି; ପର୍ପଟୀ; ପାପୁଡ଼ି — A thin piece of bread or cake (pressed thin by the palm.)
  • ସଂ. ବି. ସ୍ତ୍ରୀ (ଚର୍ପଟ+କ+ସ୍ତ୍ରୀ. ଆ) — ବିସ୍କୁଟ — Biscuit