ଚର୍ବା Charbā

  • (ସମ୍ବଲପୁର) କ୍ରି. (ତୁଳ. ହି. ଚର୍ନା; ସଂ. ଚର୍ ଧାତୁ) — ଚରିବା — To graze
  • (ସମ୍ବଲପୁର) କ୍ରି. (ତୁଳ. ହି. ଚର୍ନା; ସଂ. ଚର୍ ଧାତୁ) — ଚାବିବା; କାମୁଡ଼ିବା — To bite