ଚରାଭୂଇଁ Charābhūiñ
- ଦେ. ବି (ସଂ. ଚରଣ+ଭୂମି) — ଚରିବାର ଭୂମି; ଯେଉଁଠାକୁ କୌଣସି ପଶୁ ବା ପଶୁଦଳ ବା ମାଛ ଚରିବାକୁ ଆସନ୍ତି — A place to which an animal or herd or fishes frequent for grazing or browsing or feeding; pasture-land
- ଦେ. ବି (ସଂ. ଚରଣ+ଭୂମି) — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିର ସର୍ବଦା ଯାତାୟତ କରିବାର ସ୍ଥାନ — (figurative) Resort; one's much frequented place