ଚରାମେଘ Charāmegha

  • ଦେ. ବି. (ସଂ. ଚରୁର ଏକ ଅର୍ଥ ମେଘ ହି. ଶବ୍ଦସାଗର) — ଯେଉଁ ମେଘ ଏକସ୍ଥାନରୁ ଅନ୍ୟସ୍ଥାନକୁ ଚରି ବୁଲୁଥାଏ; ଗତିବିଶିଷ୍ଟ ମେଘ; ବିଚରଣଶୀଳ ମେଘ — Drifting cloud