ଚରାମୂଲ Charāmūla

  • ଦେ. ବି. — ଗୋରୁ ବା ମେଣ୍ଢା ଚରାଇବା ସକାଶେ ଜଗୁଆଳି ନେବା ବର୍ତ୍ତନ ବା ମୂଲ — Wages paid to the person who tends cattle and sheep