ଚରାଚର Charāchara

  • ସଂ. ବିଣ. (ଦ୍ୱନ୍ଦ୍ୱ; ଚର+ଅଚର) — ସ୍ଥାବର ଓ ଜଙ୍ଗମ; ଚଳନ୍ତି ଓ ଅଚଳନ୍ତି (ବସ୍ତୁ) — Animate and inanimate; locomotive and stationary; moveable and immoveable (things)
  • ସଂ. ବି — 1 ଜଙ୍ଗମ ଜୀବ ଓ ସ୍ଥାବର ବସ୍ତୁସମନ୍ୱିତ ଜଗତ୍; ବିଶ୍ୱସଂସାର — 1ଜଙ୍ଗମ ଜୀବ ଓ ସ୍ଥାବର ବସ୍ତୁସମନ୍ୱିତ ଜଗତ୍; ବିଶ୍ୱସଂସାର—1. The universe; the aggregate of all things animate and inanimate (moving and stationary) creation; the world
  • ସଂ. ବି — ଚରାଚର ଚାଲି ଭୟମୟ—କବିସୂର୍ଯ୍ୟ, କିଶୋରୀଚମ୍ପୂ, ଚ—ଗୀତ।
  • ସଂ. ବି — ବାୟୁ — Atmosphere or air
  • ଦେ. ବି — ମନୁଷ୍ୟସମାଜ — The human society