ଚରାଇବା Charāibā

  • ଦେ. କ୍ରି (ସଂ. ଚର୍ ଧାତୁ ଣିଜନ୍ତ— ଚାରି ଧାତୁ) — 1 ଗୋରୁ ପ୍ରଭୃତି ପଶୁଙ୍କୁ ଚରିବାବେଳେ ଜଗିବା — 1ଗୋରୁ ପ୍ରଭୃତି ପଶୁଙ୍କୁ ଚରିବାବେଳେ ଜଗିବା— 1. To watch or tend cattle while grazing
  • ଦେ. କ୍ରି (ସଂ. ଚର୍ ଧାତୁ ଣିଜନ୍ତ— ଚାରି ଧାତୁ) — ଚାରି ହରିତରେ ଘେରି, ଚରାଉଥାନ୍ତି ବାଛୁରୀ— କବିସୂର୍ଯ୍ୟ, କିଶୋରୀଚମ୍ପୂ, ଚ—ଗୀତ।
  • ଦେ. କ୍ରି (ସଂ. ଚର୍ ଧାତୁ ଣିଜନ୍ତ— ଚାରି ଧାତୁ) — 2 ଗୋରୁ ପ୍ରଭୃତିଙ୍କର ଚରିବାର ସୁବିଧା କରିବା — 2ଗୋରୁ ପ୍ରଭୃତିଙ୍କର ଚରିବାର ସୁବିଧା କରିବା— 2. To allow the cattle to graze
  • ଦେ. କ୍ରି (ସଂ. ଚର୍ ଧାତୁ ଣିଜନ୍ତ— ଚାରି ଧାତୁ) — 3 ଆତଜାତ କରାଇବା; ଚଳାଇବା — 3ଆତଜାତ କରାଇବା; ଚଳାଇବା— 3. To look after; to take care; to attend to
  • ଦେ. କ୍ରି (ସଂ. ଚର୍ ଧାତୁ ଣିଜନ୍ତ— ଚାରି ଧାତୁ) — ଗଉଡ଼ ଗୋରୁ ଚରାଏ, ରଜା ମଣିଷ ଚରାନ୍ତି—ଢଗ।
  • ଦେ. କ୍ରି (ସଂ. ଚର୍ ଧାତୁ ଣିଜନ୍ତ— ଚାରି ଧାତୁ) — 4 ଚରିବାର ଣିଜନ୍ତ — 4ଚରିବାର ଣିଜନ୍ତ— 4. The causative form of Charibā
  • ପ୍ରାଦେ. (ସମ୍ବଲପୁର) କ୍ରି — ବଳି ଦିଆଯିବା ବୋଦାକୁ ବଳି ଦିଆଯିବା ପୂର୍ବରୁ ଦେବୀଙ୍କ ପ୍ରସାଦ ଖୁଆଇବା — To feed a victim (goat or sheep) with the offering of a Goddess before it is killed
  • ପ୍ରାଦେ. (ସମ୍ବଲପୁର) କ୍ରି — [ଦ୍ର— ଚରାଇବା କ୍ରିୟାର ଅସମାପିକା ରୂପ ସଙ୍ଗେ ଆଣିବା, ଦେବା, ନେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ।]