ଚନ୍ଦିଆ Chandiā

  • ପ୍ରାଦେ (ସମ୍ବଲପୁର) ବିଣ (ସଂ. ଚନ୍ଦ୍ର) — ଚାନ୍ଦିଆ; ମୁଣ୍ଡରେ ଚାନ୍ଦି ବା ଧଳା ଦାଗ ଥିବା (ପଶୁ ଆଦି) — (A horse or cow) Having a white patch on the face or brow
  • ପ୍ରାଦେ (ସମ୍ବଲପୁର) ବିଣ (ସଂ. ଚନ୍ଦ୍ର) — (ଯଥା—ଚନ୍ଦିଆ ଘୋଡ଼ା)