ଚନ୍ଦାଇ ହେବା Chandāi hebā
- ଦେ. କ୍ରି—(ସ୍ତ୍ରୀଲୋକଙ୍କପ୍ରତି ପ୍ରଯୁଜ୍ୟ) — ଆତ୍ମଶ୍ଳାଘା କରିବା; ଆପଣାକୁ ଆପେ ଦେଖାଇ ହେବା, କମ କମ ହେବା — To self-advertise; to aggrandise one's self
- ଦେ. କ୍ରି—(ସ୍ତ୍ରୀଲୋକଙ୍କପ୍ରତି ପ୍ରଯୁଜ୍ୟ) — କ ମକମ ହେବା; ଭାବଭଙ୍ଗୀଦ୍ୱାରା କାମଚେଷ୍ଟା ପ୍ରକାଶ କରିବା — To show outward signs of amour; to flirt