ଚନ୍ଦରସ୍ Chandaras
- ବୈଦେ. ବି. (ଇଂ ସାନ୍ଦରାଚ୍) — ଧୂପ ନିମନ୍ତେ ବ୍ଯବହୃତ ବୃକ୍ଷନିର୍ଯ୍ୟାସବିଶେଷ; ଧୁନା ସନ୍ଦରସ୍; ଏକ ପ୍ରକାର ଝୁଣା — A white-yellow resin exuding from Barbary tree; Indian capal; Peney; Varnish tree; Veteria Indica; Sandarac
- ବୈଦେ. ବି. (ଇଂ ସାନ୍ଦରାଚ୍) — [ଦ୍ର—ଏହା ଦକ୍ଷିଣ ଓ ପଶ୍ଚିମ ଭାରତରେ ଶାଳଜାତୀୟ ଏକ ପ୍ରକାର ଗଛର ଶୁଖାଯାଇଥିବା ନିର୍ଯ୍ୟାସ। ଏହା ଧୂପ ଓ ବାର୍ଣ୍ଣିସ ନିମନ୍ତେ ବ୍ଯବହୃତ ହୁଏ।
- ବୈଦେ. ବି. (ଇଂ ସାନ୍ଦରାଚ୍) — ଏହାର ଗଛ ପ୍ରଥମେ କାନେଡ଼ାରୁ ବା କାହାରି ମତରେ ଆଫ୍ରିକାର ମରକ୍କୋ ଦେଶରୁ ଭାରତକୁ ଆନୀତ ହୋଇଥିଲା। ଏହି ଗଛ ସୁନ୍ଦର ଓ ସର୍ବଦା ଫୁଲଫଳ ଧରେ। ଏଥିର ପଳଖା କାଠ ଧଳା; ମଞ୍ଜ ପାଉଁଶିଆ; ଏହା ଶାଳ କାଠଠାରୁ ବେଶି ଶକ୍ତ ଓ ଗ୍ରନ୍ଥିଳ; ପତ୍ର 3 ଇଞ୍ଚ 4 ଇଞ୍ଚ। ଏହାର ଫଳର ତେଲ ବାତ ରୋଗରେ ଔଷଧ ରୂପରେ ବ୍ଯବହୁତ ହୁଏ।] — ଏହାର ଗଛ ପ୍ରଥମେ କାନେଡ଼ାରୁ ବା କାହାରି ମତରେ ଆଫ୍ରିକାର ମରକ୍କୋ ଦେଶରୁ ଭାରତକୁ ଆନୀତ ହୋଇଥିଲା ଏହି ଗଛ ସୁନ୍ଦର ଓ ସର୍ବଦା ଫୁଲଫଳ ଧରେ ଏଥିର ପଳଖା କାଠ ଧଳା; ମଞ୍ଜ ପାଉଁଶିଆ; ଏହା ଶାଳ କାଠଠାରୁ ବେଶି ଶକ୍ତ ଓ ଗ୍ରନ୍ଥିଳ; ପତ୍ର3ଇଞ୍ଚ4ଇଞ୍ଚ ଏହାର ଫଳର ତେଲ ବାତ ରୋଗରେ ଔଷଧ ରୂପରେ ବ୍ଯବହୁତ ହୁଏ]