ଚନ୍ଦେରୀ Chanderī

  • ଦେ. ବି. (ନାମ) (ସଂ. ଚେଦୀ) — ଗ୍ୱାଲୀୟର ରାଜ୍ୟର ନରବାର ଜିଲାରେ ଥିବା ପ୍ରାଚୀନ ନଗର — Name of an ancient town in Gwaliar
  • ଦେ. ବି. (ନାମ) (ସଂ. ଚେଦୀ) — [ଦ୍ର—ଏହା ପୂର୍ବେ ଶିଶୁପାଳଙ୍କ ରାଜଧାନୀ ଚେଦୀ ଥିଲା।]