ଚନ୍ଦାଇ ପଣ Chandāi paṇa

  • ଦେ. ବି. — ସ୍ତ୍ରୀର ଆତ୍ମବଡ଼ିମା ପ୍ରକୃତି — Self-adulation of a woman; self-aggrandisement
  • ଦେ. ବି. — ଭାବଭଙ୍ଗୀଦ୍ୱାରା ପୁରୁଷ ନିକଟରେ ସ୍ତ୍ରୀର କାମେଚ୍ଛା ପ୍ରକଟନ — Flirtation