ଚଞ୍ଚା Chan̄chā

  • ସଂ. ବି. ସ୍ତ୍ରୀ. (ଚଞ୍ଚ୍+ ଅ+ଆ) — ବାଉଁଶ କାଠି ନିର୍ମିତ ଆସନ ବା ମୋଡ଼ା — Stool made of wickerwork
  • ସଂ. ବି. ସ୍ତ୍ରୀ. (ଚଞ୍ଚ୍+ ଅ+ଆ) — ବାଉଁଶ କାଠି ନିର୍ମିତ ଆସନ; ଚାଞ୍ଚ; ମୁନ୍ଦୁରା; ତଲେଇ — Mat made of reeds
  • ସଂ. ବି. ସ୍ତ୍ରୀ. (ଚଞ୍ଚ୍+ ଅ+ଆ) — (କ୍ଷେତ୍ରରୁ ଶୃଗାଳ, କାକ ଆଦିକୁ ଭୟ ଦେଖାଇବା ନିମନ୍ତେ ବ୍ଯବହୃତ) କାଠି କୁଟାରେ ତିଆରି ମନୁଷ୍ୟାକୃତି ମୂର୍ତ୍ତି — Scare-crow
  • ଦେ. ବି. (ସଂ. ଚଞ୍ଚା=ତଳେଇ ପରି ପତଳା ଥିବାରୁ) — ନଡ଼ିଆ ବାହୁଙ୍ଗା ମୂଳରେ ଥିବା ଜାଲ ଆକାରର ବଳ୍କଳ; ଚାଞ୍ଚି — A net-like thin bark at the root of a cocoanut branch
  • ଦେ. ବି. (ସଂ. ଚଞ୍ଚା=ତଳେଇ ପରି ପତଳା ଥିବାରୁ) — ଅପରିପକ୍ୱ ଆମ୍ବଫଳର ନୂତନ କୋମଳ ଟାକୁଆ — The newly hardened stone of a newly devloped mango fruit
  • ଦେ. ବି. (ସଂ. ଚଞ୍ଚା=ତଳେଇ ପରି ପତଳା ଥିବାରୁ) — (ସଂ. ତକ୍ଷଣ) ତାଞ୍ଛିବା; ତଞ୍ଛା — Scraping
  • ଦେ. ବିଣ. (ସଂ. ତକ୍ଷଣ) — ଯାହା ଦେହରୁ ଚୋପାକୁ ତାଞ୍ଛିଥାନ୍ତି; ତଞ୍ଛା — Scraped of the bark
  • ଦେ. ବିଣ. (ସଂ. ତକ୍ଷଣ) — ଯେଉଁ ଭୂମି ଉପରୁ ଘାସ ଆଦି ତଞ୍ଛା ହୋଇଥାଏ — (land) From which grass has been scraped off
  • ଦେ. ବିଣ. (ସଂ. ତକ୍ଷଣ) — ଗାଳିବିଶେଷ — A term of abuse