ଚଞ୍ଚଳା Chan̄chaḻā
- ସଂ. ବିଣ. ସ୍ତ୍ରୀ (ଚଞ୍ଚଳ+ ଆ) — ଚଞ୍ଚଳର ସ୍ତ୍ରୀ ଲିଙ୍ଗ — Feminine of Chan̄chaḻa
- ସଂ. ବିଣ. ସ୍ତ୍ରୀ (ଚଞ୍ଚଳ+ ଆ) — ଅସ୍ଥିରା (ସ୍ତ୍ରୀ) — Restless; hasty; fickle-minded
- ସଂ. ବିଣ. ସ୍ତ୍ରୀ (ଚଞ୍ଚଳ+ ଆ) — ନଷ୍ଟଚରିତ୍ରା — Adulterous; unchaste
- ସଂ. ବିଣ. ସ୍ତ୍ରୀ (ଚଞ୍ଚଳ+ ଆ) — ବିଚଳତା — Evershifting; changing
- ସଂ. ବି. — ବିଦ୍ୟୁତ୍ — Lightning
- ସଂ. ବି. — ଲକ୍ଷ୍ମୀ — Lakshmi; goddess of fortune
- ସଂ. ବି. — [ଦ୍ର—ଲକ୍ଷ୍ମୀ ଚିରକାଳ ଜଣକଠାରେ ବା ଏକ ପରିବାରରେ ସ୍ଥିରା ହୋଇ ନ ରହିବାରୁ ଲକ୍ଷ୍ମୀଙ୍କର ଏହି ନାମ ହୋଇଅଛି।]
- ଦେ. ବି. ସ୍ତ୍ରୀ — ସ୍ତ୍ରୀଲୋକଙ୍କ ନାମ — Name given to females
- ଦେ. ବିଣ. ସ୍ତ୍ରୀ — ଚଞ୍ଚଳୀ (ଦେଖ) — Chan̄chaḻī (See)