ଚଞ୍ଚଳିଆ Chan̄chaḻiā

  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ଚଞ୍ଚଳ) — ଯେଉଁ ବ୍ଯକ୍ତି ଖୁବ୍ ସ୍ଫୁର୍ତ୍ତିରେ କାର୍ଯ୍ୟ କରେ — Very active; of active habits