ଚଞ୍ଚୁର Chan̄chura

  • ସଂ. ବିଣ. (ଚଞ୍ଚ୍ ଧାତୁ=ଗମନ କରିବା+କର୍ତ୍ତୃ. ଉର) — ଦକ୍ଷ; ନିପୁଣ — Active; clever; expert; skilful
  • ସଂ. ବି — ଏକପ୍ରକାର ଶାଗ — A kind of pot-herb