ଚଞ୍ଚୁପୁଟ Chan̄chupuṭa

  • ସଂ. ବି. (ରୂପକ କର୍ମଧାରୟ; ଚଞ୍ଚୁ+ ପୁଟ) — ପକ୍ଷୀର ଦୁଇ ଥଣ୍ଟ ବୁଜା ହୋଇଥିବା ଅବସ୍ଥା — The bill of a bird when shut; the cavity enclosed by the upper and the lower beaks of a bird