ଚଉଦାନୀ Chaudānī

  • ଦେ. ବି. (ସଂ. ଚତୁର୍ଧାନ୍ୟା; ଚତୁର୍ଧାନିକା) — ଧାନ ଆକାରର 4 ଟି ମୁକ୍ତାର ଦାନା ଝୁଲୁଥିବା କର୍ଣ୍ଣଭୂଷଣ — ଧାନ ଆକାରର4ଟି ମୁକ୍ତାର ଦାନା ଝୁଲୁଥିବା କର୍ଣ୍ଣଭୂଷଣ— An earring having 4 long pearls (like paddy) as pendants