ଚଉଦୁଆର Chauduāra
- ଦେ. ବି. — ଓଡ଼ିଶାର ପ୍ରାଚୀନ ରାଜାମାନଙ୍କର ସାମୟିକ ରାଜଧାନୀବିଶେଷ — A town for sometime capital of ancient Oria kings
- ଦେ. ବି. — [ଦ୍ର—ଏହା କଟକର ଉତ୍ତର ପଶ୍ଚିମ ସାତ ମାଇଲ ଦୂରରେ ବିରୂପା ନଦୀ କୂଳରେ ଅବସ୍ଥିତ। ଚଉଦୁଆର, ଜୋବରା ଓ ନରାଜରେ ଆନିକଟ (ପଥର ବନ୍ଧ) ପକାଇ ସରକାର 12 ମାଇଲ ଲମ୍ବର ଗୋଟିଏ ଜଳଭଣ୍ଡାର କରି ଓଡ଼ିଶାର କେନାଲ ସୃଷ୍ଟି କରି ଅଛନ୍ତି। ଏଠାରେ ଜନମେଜୟ ମହାରାଜ ଯଜ୍ଞ କରିଥିବା ବିଷୟରେ ସ୍ଥାନୀୟ ଜନଶ୍ରୁତି ଅଛି। ଭୂଗର୍ଭରୁ ଏଠାରେ ପୁରୁଣା ମୁଦ୍ରା ଅବଧି ମିଳୁଅଛି। ଚୈତନ୍ୟଦେବ ଓଡ଼ିଶାକୁ ଆସିଥିଲା ବେଳେ ଏଠାରେ ଓଡ଼ିଶା ରାଜାଙ୍କର ଗୋଟିଏ ରାଜଧାନୀ ଥିଲା।] — [ଦ୍ର—ଏହା କଟକର ଉତ୍ତର ପଶ୍ଚିମ ସାତ ମାଇଲ ଦୂରରେ ବିରୂପା ନଦୀ କୂଳରେ ଅବସ୍ଥିତ ଚଉଦୁଆର, ଜୋବରା ଓ ନରାଜରେ ଆନିକଟ (ପଥର ବନ୍ଧ) ପକାଇ ସରକାର12ମାଇଲ ଲମ୍ବର ଗୋଟିଏ ଜଳଭଣ୍ଡାର କରି ଓଡ଼ିଶାର କେନାଲ ସୃଷ୍ଟି କରି ଅଛନ୍ତି ଏଠାରେ ଜନମେଜୟ ମହାରାଜ ଯଜ୍ଞ କରିଥିବା ବିଷୟରେ ସ୍ଥାନୀୟ ଜନଶ୍ରୁତି ଅଛି ଭୂଗର୍ଭରୁ ଏଠାରେ ପୁରୁଣା ମୁଦ୍ରା ଅବଧି ମିଳୁଅଛି ଚୈତନ୍ୟଦେବ ଓଡ଼ିଶାକୁ ଆସିଥିଲା ବେଳେ ଏଠାରେ ଓଡ଼ିଶା ରାଜାଙ୍କର ଗୋଟିଏ ରାଜଧାନୀ ଥିଲା]
- ଦେ. ବିଣ. (ସଂ. ଚତୁର୍ଦ୍ଦ୍ୱାର) — ଚାରିଦ୍ୱାରବିଶିଷ୍ଟ — Having four doors or gates