ଚଉପଠି Chaupiṭhi
- ଦେ. ବି. ସଂ. (ସଂ. ଚତୁର୍ ଓ ପୃଷ୍ଠ) — କୌଣସି ଘନ ପଦାର୍ଥର ଚାରି ପାର୍ଶ୍ୱ ବା ତଳ — The four surfaces or sides of a solid thing
- ଦେ. ବି. ସଂ. (ସଂ. ଚତୁର୍ ଓ ପୃଷ୍ଠ) — କୌଣସି ସ୍ଥାନର ଚାରିଆଡ଼; ଚାରିଦିଗ — The four sides of a place
- ଦେ. ବି. ସଂ. (ସଂ. ଚତୁର୍ ଓ ପୃଷ୍ଠ) — ପୋଷାକ ପିନ୍ଧି ଉଆସ ଚଉପିଠି ବଗିଚା ଆଉ ଆଗଦାଣ୍ଡରେ ପ୍ରାତର୍ଭମଣ କରି ଆସନ୍ତି। ଫକୀରମୋହନ, ଗଳ୍ପସ୍ୱଳ୍ପ।