ଚଉପଣି Chaupaṇi

  • ଦେ. ବି. — 1/4 ହିସାବରେ ଆଦାୟ କରାଯିବା ଶୁକ୍ଳ — /4ହିସାବରେ ଆଦାୟ କରାଯିବା ଶୁକ୍ଳ— . Cess levied at the rate of /4
  • ଦେ. ବି. — କୌଣସି ବସ୍ତୁର ଏକ ଚତୁର୍ଥାଂଶ — One fourth
  • ଦେ. ବି. — ରୟତି ଜମି ବିକ୍ରି ହେଲେ ଜରସମନର 1/4 ହିସାବେ ନିଆଯିବା ଜମିଦାରଙ୍କ ପ୍ରାପ୍ୟ ଦାଖଲଖାରଜ ରୋସମ — ରୟତି ଜମି ବିକ୍ରି ହେଲେ ଜରସମନର1/4ହିସାବେ ନିଆଯିବା ଜମିଦାରଙ୍କ ପ୍ରାପ୍ୟ ଦାଖଲଖାରଜ ରୋସମ— . Mutation fees payable to the zamindar at the rate of 1/4 of the consideration on the sale of a rayati holding
  • ଦେ. ବିଣ. — ଚାରିପଣ ବା 1/4 ହିସାବରେ ନିଆଯିବା (ଶୁକ୍ଳ) — ଚାରିପଣ ବା/4ହିସାବରେ ନିଆଯିବା (ଶୁକ୍ଳ)— . (a tax) Levied at the rate of /4
  • ଦେ. ବିଣ. — ସାଧାରଣ ଉତ୍ପନ୍ନ ଫସଲର ହାରାହାରି 1/4 ହିସାବରେ ହୋଇଥିବା (ଫସଲ) — ସାଧାରଣ ଉତ୍ପନ୍ନ ଫସଲର ହାରାହାରି1/4ହିସାବରେ ହୋଇଥିବା (ଫସଲ)—. (crop) Produced at the rate of 1/4 of the normal produce
  • ଦେ. ବିଣ. — ଚାରିଭାଗରୁ ଭାଗେ ପାଇବା (ଅଂଶୀଦାର) — (shareholder) Entitled to a fourth share
  • ଦେ. ବିଣ. — ଚାରିଭାଗରୁ ଏକଭାଗରେ ମାଲିକ ହୋଇଥିବା (ଜମିଦାର) — (a zamindar) Owning one-fourth of the properietory right of an estate
  • ଦେ. ବିଣ. — ଯେଉଁ କିସ୍ତିରେ ରାଜସ୍ୱର ବା ଖଜଣାର 1/4 ଦାଖଲ କରା— ଯାଏ — 6. (an instalment) In which 1/4 of the rent o revenue is to be deposited