ଚଉଦନ୍ତା Chaudantā
- ଦେ. ବିଣ. (ସଂ. ଚତୁର୍+ଦନ୍ତ) — ଯେଉଁ ବଳଦ ବା ଘୋଡ଼ାର କେବଳ 4 ଟି ମାତ୍ର ଦାନ୍ତ ଉଠିଅଛି, ଅର୍ଥାତ୍ ଯେ ପୂର୍ଣ୍ଣ ଯୁବାବସ୍ଥା ପ୍ରାପ୍ତ ହୋଇ ନାହିଁ; ଯେଉଁ ଘୋଡ଼ା ବା ବଳଦ ଚାରିଟି ଦାନ୍ତ ଅଛି — ଯେଉଁ ବଳଦ ବା ଘୋଡ଼ାର କେବଳ4ଟି ମାତ୍ର ଦାନ୍ତ ଉଠିଅଛି, ଅର୍ଥାତ୍ ଯେ ପୂର୍ଣ୍ଣ ଯୁବାବସ୍ଥା ପ୍ରାପ୍ତ ହୋଇ ନାହିଁ; ଯେଉଁ ଘୋଡ଼ା ବା ବଳଦ ଚାରିଟି ଦାନ୍ତ ଅଛି— . (a horse or bullock) Which has got only four teeth come out; not yet full grown
- ଦେ. ବିଣ. (ସଂ. ଚତୁର୍+ଦନ୍ତ) — ଚାରିଗୋଟି ଦନ୍ତବିଶିଷ୍ଟ (ହାତୀ) — (an elephant) Having four teeth or tusks
- ଦେ. ବି — ଶ୍ୟାମଦେଶର ଏକଜାତୀୟ ହାତୀ (ଏମାନଙ୍କର 4 ଟି ଦାନ୍ତ ବାହାରେ — ଶ୍ୟାମଦେଶର ଏକଜାତୀୟ ହାତୀ (ଏମାନଙ୍କର4ଟି ଦାନ୍ତ ବାହାରେ— Four-tusked elephant of Siam in Burma