ଚଉଦ ମାଦଳ Chauda mādaḻa
- ଦେ. ବି — ପୁରୀ ସହରରେ ଥିବା ଚୈତନ୍ୟଭକ୍ତ ସମ୍ପ୍ରଦାୟଗଣ ଚଉଦଖଣ୍ଡି ମାଦଳ ବା ମୃଦଙ୍ଗ ଓ ଝାଞ୍ଜ ବଜାଇ ନଗର ଓ ଜଗନ୍ନାଥଙ୍କ ବେଢ଼ାରେ କରିବା ସଂକୀର୍ତ୍ତନ — A procession of the followers of Chaitanya round the compound of the Temple and in the town of Puri accompanied by 14 drums and cymbals