ଚଉଦ ବିଶ୍ୱା Chauda biṡwā

  • ଦେ. ବି. — କୌଣସି ରୋଗ ବା ବିପଦ ଦ୍ୱାରା ବିଶେଷ ଭାବରେ ଆକ୍ରାନ୍ତ ହେବା; ଅତି ଆକ୍ରାନ୍ତ ଅବସ୍ଥା — Great distress
  • ଦେ. ବି. — ନିଶ୍ୱାସ ବନ୍ଦ ହୋଇ ପେଟ ଫୁଲାଇ ଚଉଦବିଶ୍ୱା ହେଲାଣି— ନୀଳକଣ୍ଠ, ପିଲାଙ୍କ ରାମାୟଣ।
  • ଦେ. ବି. — ଦୁର୍ବହ ଅବସ୍ଥା — Unbearable condition