ଘୋରିବା Ghoribā

  • ଦେ. କ୍ରି. (ସଂ. ଘୂର୍ଣ୍ଣାୟମାନ; ତୁଳ. ପ୍ରା. ଘୋଳମାଣ) — ଘସି ଘସି ଛିଣ୍ଡାଇବା — To wear away by rubbing
  • ଦେ. କ୍ରି. (ସଂ. ଘୂର୍ଣ୍ଣାୟମାନ; ତୁଳ. ପ୍ରା. ଘୋଳମାଣ) — ଚନ୍ଦନକାଠ ଆଦିକୁ ପାଣି ଦେଇ ପଥରରେ ଘଷିବା — To rub into a paste
  • ଦେ. କ୍ରି. (ସଂ. ଘୂର୍ଣ୍ଣାୟମାନ; ତୁଳ. ପ୍ରା. ଘୋଳମାଣ) — ଘୋରି ଘୋର ଜାଙ୍ଗଳ ଜହର ତୁଲେ ତାହା ପିଇଲୁ ରେ—କବିସୂର୍ଯ୍ୟ. କିଶୋରୀଚମ୍ପୂ. ଘ. ଗୀତ।
  • ଦେ. କ୍ରି. (ସଂ. ଘୂର୍ଣ୍ଣାୟମାନ; ତୁଳ. ପ୍ରା. ଘୋଳମାଣ) — ଡାଲି ଓ ତିଅଣକୁ ଅଣକ ବା ଚଟୁଦ୍ୱାରା ଘାଣ୍ଟି ଘନ ଓ ତରଳ ପଦାର୍ଥକୁ ମିଶାଇ ପାଣିଆ କରିବା; ଗୋଳିବା — To stir up dal or curry into a consistent or soft paste with the end of a wodden spoon or ladle
  • ଦେ. କ୍ରି. (ସଂ. ଘୂର୍ଣ୍ଣାୟମାନ; ତୁଳ. ପ୍ରା. ଘୋଳମାଣ) — ଘୋଟିବା ତଳେ ନୋଟ ଦେଖ — See notes under Ghoṭibā