ଘୋରାସଜ Ghorāsaj̄a
- ଦେ. ବି — ଶିଶୁମାନଙ୍କ ନିମନ୍ତେ ସଂଗୃହୀତ ଟୁଣୁକା ଔଷଧ — A collection of simple herbs and spices given to infants while ailng from different ailments
- ଦେ. ବି — [ଦ୍ର—ବଚ, ଶୁଣ୍ଠି, ପିପ୍ପଳୀ, ଜାଇଫଳ, ଲବଙ୍ଗ ଇତ୍ୟାଦିକୁ ପିଲେଇତୀମାନେ ଗୋଟିଏ ପେଡ଼ି ବା ମୁଣିରେ ସାଇତି କରି ରଖି— ଥାଆନ୍ତି। ପିଲାର ଦେହ ଅସୁସ୍ଥ ହେଲେ ରୋଗକୁ ଚାହିଁ ଯେଉଁ ଜିନିସ ଦିଆଯିବାର ତାକୁ ପିଲାକୁ ଦିଅନ୍ତି। ସାଧାରଣତଃ ଏ ଦ୍ରବ୍ୟମାନ ଚନ୍ଦନପେଡ଼ି ବା ଖଲରେ ଘୋରା ହୋଇ ମାଆ ଦୁଧ ସଙ୍ଗେ ମିଶାଯାଇ ଶିଶୁଙ୍କୁ ଦିଆ ଯିବାରୁ ଏହି ସଂଗ୍ରହର ନାମ ଘୋରାସଜ।]