ଘୋରି ହେବା Ghori hebā

  • ଦେ. କ୍ରି — ଘୋରିବାର କର୍ମବାଚ୍ୟରୂପ — Passive voice of Ghoribā
  • ଦେ. କ୍ରି — ଘର୍ଷଣଦ୍ୱାରା କ୍ଷୟପ୍ରାପ୍ତ ହେବା — To be decayed or worn out by constant rubbing
  • ଗ୍ରା (ଇତର)କ୍ରି — ଶରୀରକୁ ବସ୍ତ୍ରଦ୍ୱାରା ଆବୃତ କରିବା; ଘୋଡ଼ି ହେବା — To cover one's body with a cloth