ଘୋରିଘାରି Ghorighāri

  • ଦେ. କ୍ରି. ବିଣ — ଉତ୍ତମରୂପେ ଘର୍ଷଣ କରି — Pounding or pasting well
  • ଦେ. କ୍ରି. ବିଣ — ରାମ ନାମ ଖଣ୍ଡକ୍ଷୀରା ଘୋରିଘାରି ପି—ଭଜନ।