ଘୁଣଖିଆ Ghuṇa khiā

  • ଦେ. ବିଣ — ପୋକ ଦ୍ୱାରା ନଷ୍ଟ; ପୋକଖିଆ — Worm eaten
  • ଦେ. ବିଣ — (ଲକ୍ଷଣାର୍ଥ) ରୋଗ ବା ଚିନ୍ତା ଦ୍ୱାରା ଜୀର୍ଣ୍ଣଶୀର୍ଣ୍ଣ; ଅନ୍ତଃସାର—ଶୂନ୍ଯ (ଶରୀର) — (figurative) Worn out or debilitated by care and illness