ଘୁଣ Ghuṇa
- ସଂ. ବି. (ଘୁଣ ଧାତୁ+କର୍ତ୍ତୃ. ଅ) — କାଠ ପୋକ; କାଷ୍ଠକୃମି; କାଠରେ ରନ୍ଧ୍ର କରିବା ପୋକ ବିଶେଷ — Weevil; worm boring into wood; wood—borer
- ସଂ. ବି. (ଘୁଣ ଧାତୁ+କର୍ତ୍ତୃ. ଅ) — ସମାଜେ ଏ ହୀନ ଭାବ ଘୁଣ ରୂପେ ପଶି ଅସ୍ଥି ମଜ୍ଜା ଶୋଷି ତାକୁ କରିବ ଜର୍ଜର—ରାଧାନାଥ. ମହାଯାତ୍ରା।
- ସଂ. ବି. (ଘୁଣ ଧାତୁ+କର୍ତ୍ତୃ. ଅ) — [ଦ୍ର—କାଠ, କାଠରେ ତିଆରି ବସ୍ତୁ. କାଗଜ, ବହି, ତାଳପତ୍ର ପୋଥି, ଚାଉଳ, ମୁଗ ଆଦି ପୁରୁଣା ହେଲେ ସେଥିରେ ଘୁଣ ଲାଗନ୍ତି। ଘୁଣ ନାନା ଜାତିର। ଏମାନେ ଯେଉଁ ଜିନିସକୁ ଆକ୍ରମଣ କରନ୍ତି ତାକୁ ଫମ୍ପା କରି ତହିଁର ସାରତକ ନଷ୍ଟ କରନ୍ତି।]