ଘୁଣାକ୍ଷର Ghuṇākshara
- ସଂ. ବି. (ମଧ୍ୟପଦଲୋପୀ; ଘୁଣ ଦ୍ୱାରା କୃତ ଅକ୍ଷର) — କାଠପୋକ କାଠ କାଟି କରିଥିବା ଛିଦ୍ରମାନ ଦୈବଯୋଗରେ ଅକ୍ଷର ପରି ଦେଖାଯିବା ଅବସ୍ଥା — Letters fortuitously formed on wood by the weevil boring into it
- ସଂ. ବି. (ମଧ୍ୟପଦଲୋପୀ; ଘୁଣ ଦ୍ୱାରା କୃତ ଅକ୍ଷର) — (ଲକ୍ଷଣାର୍ଥ) ଦୈବାତ୍ ଘଟିଥିବା ଅକଳ୍ପିତ ଘଟଣା — (figurative) Fortuitous events and circumstances brought about without previous design (like letters formed by wood-borers boring into wood)
- ସଂ. ବି. (ମଧ୍ୟପଦଲୋପୀ; ଘୁଣ ଦ୍ୱାରା କୃତ ଅକ୍ଷର) — ସୁର୍ତ୍ତିଖେଳ (ପ୍ରକୃତିବାଦ) — Lottery
- ସଂ. ବି. (ମଧ୍ୟପଦଲୋପୀ; ଘୁଣ ଦ୍ୱାରା କୃତ ଅକ୍ଷର) — ଆଶ୍ଚର୍ଯ୍ୟଜନକ ବା ଅସାଧାରଣ ଘଟନା (ପ୍ରକୃତିବାଦ) — Any extraordinary or uncommon event
- ସଂ. ବି. (ମଧ୍ୟପଦଲୋପୀ; ଘୁଣ ଦ୍ୱାରା କୃତ ଅକ୍ଷର) — ସୌଭାଗ୍ୟ (ପ୍ରକୃତିବାଦ) — Prosperity; good luck