ଘୁଣାକ୍ଷରରେ Ghuṇāksharare

  • ଦେ. କ୍ରି. ବିଣ — ସାମାନ୍ୟ ଇଙ୍ଗିତରେ; ଇସରାରେ ସୁଦ୍ଧା — Even by the silghtest intimation. indication or hint
  • ଦେ. କ୍ରି. ବିଣ — (ଯଥା—ମୁଁ ଉକ୍ତ ସଭାକୁ ଯିବା ପୂର୍ବରୁ ସେଠାରେ ମୋତେ ବତ୍କୃତା ଦେବାକୁ ହେବ ବୋଲି ଘୁଣାକ୍ଷରରେ ଜାଣି ନ ଥିଲି।)