ଘୁଙ୍ଗା Ghuṅgā

  • ଦେ. ବି. (ଘୁ ଘୁ ଭବ କରିବାରୁ) — ବନ୍ୟ କପୋତ — Wild dove
  • ବୈଦେ. ବିଣ. ପୁଂ. (ଫା. ଗୁଁଗ୍) — ମୂକ; ବାକ୍ଶକ୍ତିରହିତ — Dumb. (male)
  • ବୈଦେ. ବିଣ. ପୁଂ. (ଫା. ଗୁଁଗ୍) — ଘୁଙ୍ଗା ଯାହା ସପନ ଦେଖେ ମନ କଥା ମନରେ ରଖେ—ଢଗ।