ଘୁଘୁ Ghu ghu

  • ପ୍ରାଦେ. (ମେଦିନୀପୁର) ବି. (ସଂ. ଘୁ ଧାତୁ; ଶବ୍ଦ କରିବାରୁ; ସଂ. ଘୁଘୁକୃତ; ତୁଳ. ବଂ. ଘୁଘୁ) — ବନ୍ୟ କପୋତ; କାପତା ଚଢେଇ — The turtle-dove; spotted dove
  • ପ୍ରାଦେ. (ମେଦିନୀପୁର) ବି. (ସଂ. ଘୁ ଧାତୁ; ଶବ୍ଦ କରିବାରୁ; ସଂ. ଘୁଘୁକୃତ; ତୁଳ. ବଂ. ଘୁଘୁ) — ଘୁ ଘୁ ଦେଖିଛି ଫାନ୍ଦ ଦେଖି ନାହିଁ—ଢଗ।
  • ଦେ. ଅ — ଘୁ (ଦେଖ) — Ghu (See)