ଘରକରଣା Gharakaraṇā

  • ଦେ. ବି. (ସଂ. ଗୃହକରଣ) — ଗୃହସ୍ଥ ଧର୍ମ — Domestic duties or affairs
  • ଦେ. ବି. (ସଂ. ଗୃହକରଣ) — ସଂସାରକର୍ମ; ସଂସାରରେ ଗୃହସ୍ଥରୂପେ ଚଳିବାର ସମସ୍ତ ଜଞ୍ଜାଳ — Worldly affairs. or entanglement
  • ଦେ. ବି. (ସଂ. ଗୃହକରଣ) — ପରିବାର ଚାଳନ — Domestic or family management
  • ଦେ. ବି. (ସଂ. ଗୃହକରଣ) — ଗୃହର ସମସ୍ତ ବିଷୟ ଚଳିବାର ଅବସ୍ଥା; ବୈଷୟିକ ଅବସ୍ଥା — Worldly or material condition
  • ଦେ. ବି. (ସଂ. ଗୃହକରଣ) — ଗୃହସ୍ଥ — Householder
  • ଦେ. ବି. (ସଂ. ଗୃହକରଣ) — ଏକତ୍ର ବାସ କରୁଥିବା ପରିବାରର ବ୍ଯକ୍ତିଗଣ — A family consisting of many members
  • ଦେ. ବି. (ସଂ. ଗୃହକରଣ) — ଅଳ୍ପ ବ୍ଯୟରେ ପରିବାର ଚାଳନ — Domestic-economy
  • ଦେ. ବିଣ — ଗୃହସ୍ଥାଳୀସମ୍ବନ୍ଧୀୟ — Domestic; pertaining to a household
  • ଦେ. ବିଣ — ଗୃହସ୍ଥର ଉପଯୋଗୀ — Befitting a house-holder
  • ଦେ. ବିଣ — ତାଙ୍କର ଘରକରଣା ବୁଦ୍ଧି ଦରସଲ୍ ନ ଥିଲା—ଫକୀରମୋହନ. ଛମାଣଆଠଗୁଣ୍ଠ।
  • ଦେ. ବିଣ — ଖାନ୍ଦାନ୍; ଭଦ୍ରବଂଶଜ — Respectable; descended from a respectable family
  • ଦେ. ବିଣ — ସଚଳ; ଯାହାର ସଂସାରକାର୍ଯ୍ୟ ସୁରୁଖୁରୁରେ ଚଳେ — Well-to-do; prosperous